ଜୋର୍କ ଗ୍ରହରେ ଅଟକି ପଡ଼ିଥିବା ତିନି ଜଣ ଯାତ୍ରୀ ଜାଣନ୍ତି ଯେ ଘରକୁ ଫେରିବାର ବାଟ ପାଇବା ପାଇଁ ସେମାନଙ୍କୁ ପରସ୍ପରର ଦରକାର। ଏକାଠି ରହିବା ଆଉ ବନ୍ଧୁତାର ଶକ୍ତି ବିଷୟରେ ଏକ ରୋମାଞ୍ଚକର ଗଳ୍ପ।